7 ତାର୍ ଜେତ୍କି ଦନ୍ ସଁପତି ଆରି ବଡ୍ପନ୍ ଆଚେ, ସେ ଇସାବେ ତାର୍ ଦୁକ୍ କସ୍ଟ ଆରି କାକୁର୍ତି ରଇସି । ସେ ନିଜ୍କେ କଇସି ‘ମୁଇ ଇତି ସାସନ୍ କର୍ବା ଗଟେକ୍ ରାନି ।’ ରାଣ୍ଡି ଅଇଲିଆଚି ଜେ ମୁଇ କାନ୍ଦ୍ବି ?
ଡକ୍ରି ନ ରଇବା ରାଣ୍ଡିମନ୍କେ ରାଣ୍ଡି ଇସାବେ ଲେକା କର୍ ନାଇ । କାଇକେବଇଲେ ସେମନ୍ ରାଣ୍ଡି ଇସାବେ କିରିସ୍ଟକେ ସେବା କର୍ବି ବଲି କାତା ଦେଇରଇଲେ ମିସା, ମୁନୁସର୍ ସଙ୍ଗ୍ ରଇବି ବଲି ମନ୍ ଆଇଲେ, ଆଗ୍ତୁ ଦେଇରଇବା କାତା ପାସ୍ରିଜାଇ ଆରିତରେକ୍ ବିବା ଅଇବାକେ ମନ୍ କର୍ବାଇ ।
କାଇକେବଇଲେ ଜଗତର୍ ସବୁ ରାଇଜ୍ମନ୍, ତାର୍ ମଦ୍ କାଇ ମାତିଜାଇଆଚତ୍ । ଏଟାର୍ ଅରତ୍ ଅଇଲାନି ତାର୍ କାରାପ୍ ଚଲାଚଲ୍ତି ମାନ୍ବାକେ ସେମନ୍କେ ସୁତ୍ରାଇଲା । ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କର୍ବାର୍ ଅବିଆସ୍ କଲାଇ । ଜନ୍ ସଁପତି ପାଇବା ଆସାଇଅନି ଏ ଜଗତର୍ ବେବାରିମନ୍ ସାଉକାର୍ ଅଇଗାଲାଇ ।”
ତାର୍ ବେସିଆ କାମେ ଆରି ଲାଲ୍ସା ଅଇ ମିସ୍ଲା ଜେତ୍କି ରାଜାମନ୍ ସେ ଜଇଲଗେ ପଡ୍ଲାତେଇଅନି ବାରଇବା ଦୁଆଁ ଦେକିକରି ଆକ୍ମାରି କାନ୍ଦ୍ବାଇ ।