ପର୍କାସିତ 18:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ତାର୍ କରିରଇବା କାମର୍ ଲାଗି ତାକେ ବାଉଡାଇ ଦିଆଅଇସି । ଆରି ସେ ସମାନ୍ ଡଣ୍ଡ୍ ପାଇସି । ଲକ୍ମନ୍କେ ଦୁକ୍କସ୍ଟ ଦେବାକେ ସେ ଜାଇଜାଇଟା କଲାଆଚେ, ସେଟା ତାକେ ଦୁଇ ଗୁନ୍ ଇସାବେ ବାଉଡାଇ ଦିଆଅଇସି । ସେ ଜେତ୍କି କାଟୁର୍ ମଦ୍ ବିନ୍ ଲକ୍ମନ୍କେ କାଇବାକେ ଦେଇତେରଇଲା, ତାର୍ ଦୁଇଗୁନ୍ ଅଦିକାର୍ଟା ତାକେ କାଇବାକେ ଦିଆଅଇସି । အခန်းကိုကြည့်ပါ။ |