5 କାଇକେବଇଲେ ତାର୍ ସବୁଜାକ ପାପ୍ କୁପା କୁଡାଇଲା ପାରା ସର୍ଗେ ଜାକ କେଟ୍ଲା ଆଚେ । ଆରି ପର୍ମେସର୍ ତାକର୍ କାରାପ୍ ଚଲାଚଲ୍ତି ଏତାଇଲାନି ।
ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ ।