4 ତାର୍ପଚେ ସର୍ଗେ ଅନି ଆରି ଗଟେକ୍ ସବଦ୍ ଏନ୍ତାରି କଇବାଟା ମୁଇ ସୁନ୍ଲି । “ମର୍ ଲକ୍ମନ୍ ତାର୍ଟାନେଅନି ବାରଇ ଆସା । ତମେ ଜଦି ତାର୍ ପାପେ ମିସ୍ଲେ, ସେ ପାଇବା ଡଣ୍ଡେ ମିସ୍ସା ।
ଆରି ତମେସେ କଇଲାସ୍ନି ଜଦି ତମର୍ ଆନିଦାଦିମନର୍ ବେଲେ, ତମେ ରଇତାସ୍ ବଇଲେ, ସେମନର୍ ପାରା ଚଲାଚଲ୍ତି ନ କର୍ତାସ୍, କି ବବିସତ୍ବକ୍ତାମନ୍କେ ନ ମରାଇତାସ୍ ।
ତେବେ ମାପ୍ରୁ କଇଲାନି, “ ଜନ୍ ଲକ୍ମନ୍ ମର୍ ସଙ୍ଗ୍ ଆସତ୍ ନାଇ, ସେ ମାନ୍ଦାଇ ଅନି ଚାଡି କରି ବେଗ୍ଲି ଉଟିଆସା । ସୁକଲ୍ ନ ରଇବା କାଇଟା ମିସା ଚିଆନାଇ । ସେନ୍ତାର୍ଆଲେ ମୁଇ ତମ୍କେ ଡାକିନେବି ।”
ଗଟେକ୍ ଲକ୍କେ ପରିକା ନ କର୍ବା ଜାକ ତାକେ ମୁକିଅ ଇସାବେ, ତର୍ ଆତ୍ ତାର୍ ମୁଣ୍ଡେ ସଙ୍ଗଇ, ସେବା କାମର୍ ପାଇ ସରପ୍ ନାଇ । ନଇଲେ ତାର୍ ପାପର୍ ପାଇ, ତୁଇ ଦାଇ ଅଇସୁ । ତୁଇ ନିଜେ ପାପ୍ ନ କର୍ବାକେ ଜାଗ୍ରତ୍ ର ।
ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି ।