ପର୍କାସିତ 18:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 ବଡ୍ ନଅର୍ ବାବିଲନ୍ ଡଣ୍ଡ୍ ପାଇଆଚେ । କାଇକେବଇଲେ ବବିସତ୍ବକ୍ତାମନର୍ ଆରି ପର୍ମେସରର୍ ଲକ୍ମନର୍ ବନି ସେ ନଅରେ ବଇଗାଲାଆଚେ । ଆରି ଗୁଲାଇ ଜଗତେ ମରାଇଅଇରଇବା ଜେତ୍କି ଲକ୍ ଏ ନଅରର୍ ଲାଗି ମରିଜାଇରଇଲାଇ । ବାବବାଦିମନର୍ ସାଦୁଲକ୍ମନର୍ ଆରି ପୁର୍ତିବିତେଇ ମାରା ଜାଇରଇବା ସବୁଲକ୍ମନର୍ ବନି ସେ ଡିସି ରଇଲା । အခန်းကိုကြည့်ပါ။ |