ପର୍କାସିତ 18:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ସେମନ୍ ତାକର ମୁଣ୍ଡେ ଦୁଲି ବିଚିଅଇଲାଇ ଆରି ଆକ୍ମାରି କାନ୍ଦି କାନ୍ଦି କଇଲାଇ, “ଏଟା କାଇ ଇନସ୍ତା । ଏ ବଡ୍ ନଅରର୍ ପାଇ କାଇ କାକୁର୍ତି ?” ସମ୍ଦୁରେ ଆସ୍ଜା ଅଇତେରଇବା ଜାଆଜ୍ ମନ୍ ତାକର୍ ଦନର୍ ଲାଗି ସାଉକାର୍ ଅଇରଇଲାଇ । ଆରି ଏବେ ଗଟେକ୍ ଗଁଟା ବିତ୍ରେ ସେଟାସବୁ ନସିଗାଲା । အခန်းကိုကြည့်ပါ။ |