18 ସେ ନଅର୍ ପଡ୍ଲାକେ ତେଇଅନି ଉଟ୍ଲା ଦୁଆଁ ଦେକି ସେମନ୍ ଆଉଲି ଅଇକରି କଇଲାଇ, “ଏ ନଅର ପାରା ଆରି କନ୍ ନଅର୍ ମିସା ନ ରଇଲା ।”
ଆରି ନିଜର୍ ଅଦିକାର୍ ସେ ପସୁକେ ଦେଲାକେ ସବୁ ଲକ୍ ଅସୁର୍ ସାଁପ୍କେ ଜୁଆର୍ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍ ଜୁଆର୍କଲାଇ । ଏ ପସୁର୍ ପାରା ଆରି କେ ନାଇ । ତାର୍ ବିରଦେ ଜୁଇଦ୍ କରି କେ ମିସା ଜିତି ନାପାରତ୍ ।
ଜଇଟାନେଅନି ଆଇବା ଦୁଆଁ, ଜନ୍ଟାକି ସେମନ୍କେ ଦୁକ୍ କସ୍ଟ ଦେଲାନି, ସେଟା କାଲ୍ କାଲ୍ ଜୁଗ୍ ଜୁଗ୍ ଉପ୍ରେ ଜାଇତେ ରଇସି । ପସୁକେ କି ତାର୍ ମୁର୍ତିକେ ପୁଜାକର୍ବା ଲକ୍ ଦିନ୍ରାତି ପୁଣ୍ଡି ନାପାରତ୍ । ଜେନ୍ତିକି ତାର୍ ନାଉଁର୍ ନେଇରଇବା ଲକ୍ମନର୍ପାଇ ମିସା ।
ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ ।
ଆରି ଏନ୍ତାରି କଇବାଇ “ଏଟା କାଇ ଇନସ୍ତା ! ଏ ବଡ୍ ନଅରର୍ ପାଇ କାଇ କାକୁର୍ତି ? ତେଇର୍ ଲକ୍ମନ୍ ଜାମ୍କଲିଆ ରଙ୍ଗର୍ ଆରି ଦବ୍ ସିଲ୍କୁ ଲୁଗା ପିନ୍ଦ୍ତେରଇଲାଇ । ସେମନ୍ ସୁନା ଆରି ବେସି ଦାମ୍ ଦେବା ଇରା ମୁକ୍ତାମନ୍ ପିନ୍ଦିରଇଲାଇ ।