ପର୍କାସିତ 18:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ଆରି ଏନ୍ତାରି କଇବାଇ “ଏଟା କାଇ ଇନସ୍ତା ! ଏ ବଡ୍ ନଅରର୍ ପାଇ କାଇ କାକୁର୍ତି ? ତେଇର୍ ଲକ୍ମନ୍ ଜାମ୍କଲିଆ ରଙ୍ଗର୍ ଆରି ଦବ୍ ସିଲ୍କୁ ଲୁଗା ପିନ୍ଦ୍ତେରଇଲାଇ । ସେମନ୍ ସୁନା ଆରି ବେସି ଦାମ୍ ଦେବା ଇରା ମୁକ୍ତାମନ୍ ପିନ୍ଦିରଇଲାଇ । အခန်းကိုကြည့်ပါ။ |