ପର୍କାସିତ 17:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି । အခန်းကိုကြည့်ပါ။ |
ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ ।