ପର୍କାସିତ 17:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ଆରି ସେ ମାଇଜି ପର୍ମେସରର୍ ଲକ୍ମନର୍ ବନି କାଇ ମାତିରଇବାଟା ମୁଇ ଦେକ୍ଲି । ଜିସୁକେ ବିସ୍ବାସ୍ କରି ସାଦ୍ବାନ୍ଦ୍ ଅଇ ମରିଜାଇରଇବା ଲକ୍ମନର୍ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି । အခန်းကိုကြည့်ပါ။ |