5 ତାର୍ କାପାଲେ ଲେକିରଇବା ନାଉଁ କେ ନାଜାନ୍ବା ଗଟେକ୍ ଅରତ୍ ରଇଲା । “ଏ ଡାକ୍ପୁଟାର୍ ବାବିଲନ୍ !” ଜଗତେ କରିରଇବା ସବୁ ବେସିଆ କାମର୍ ଆରି କରାପ୍ କାମର୍ ଆୟା ତୁଇସେ ।
ସାରାସାରି ପର୍ମେସର୍ ସେମନ୍କେ ବିନାସ୍ କର୍ସି । ସେମନ୍ ଅବ୍କା ଗାଗଡ୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ମନ୍ କଲାଇନି । ଲାଜର୍ ବିସଇ କରି ସାର୍ଦା କଲାଇନି । ଅବ୍କା ଏ ଜଗତର୍ ବିସଇସେ ଚିନ୍ତା କଲାଇନି ।
କାଇକେବଇଲେ ଏବେ ମିସା ଲୁଚ୍ତେ ଅନିଆଇର୍ ପାପ୍ କାମ୍ ଚାଲିଆଚେ । ଜନ୍ କାରାପ୍ ଲକ୍ ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ବିରଦ୍ କଲାନି, ସେ ଲକ୍ ବିନାସ୍ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
ମର୍ ଉଜାବାଟେ ରଇବା ସାତ୍ଟା ତାରା ଆରି, ସାତ୍ଟା ସୁନାର୍ ବତି ଡାଣ୍ଡିର୍ ଅରତ୍ ମୁଇ ତମ୍କେ କଇଦେବି । ସେ ସାତ୍ଟା ବତିଡାଣ୍ଡି ଅଇଲାନି ସାତ୍ଟା ମଣ୍ଡଲି । ସାତ୍ଟା ତାର୍ମନ୍ ଅଇଲାଇନି, ସାତ୍ଟା ମଣ୍ଡଲିର୍ ଦାଇତ୍ ନେବା ଦୁତ୍ମନ୍ ।
ବଡ୍ ନଅର୍ ସାଇର୍ ମଜାଇ ତାକର୍ ମଲା ଗାଗଡ୍ ରଇସି । ସେ ବଡ୍ ନଅରେ ତାକର୍ ମାପ୍ରୁ କୁରୁସ୍କାଟେ ସର୍ପି ଅଇରଇଲା । ସେ ନଅର୍ ସଦମ୍ କି ମିସର୍ ରାଇଜ୍ ପାରା ଆଚେ ।
ଆରି ଗଟେକ୍ ଦୁତ୍ ପର୍ତୁମର୍ ଦୁତ୍ ପଚେ ଗାଲା । ସେ କଇଲା “କୁରୁପ୍ନାସ୍ ଅଇଲା । ବେସି ଡାକ୍ପୁଟାରଇବା ବାବିଲନ୍ କୁରୁପ୍ନାସ୍ ଅଇଲା ।” ତେଇର୍ ଲକ୍ମନ୍ ବିନ୍ ଦେସର୍ ଲକ୍ମନ୍କେ ତାକର୍ ମଦ୍ କୁଆଇଲାଇ । ତାର୍ ଅରତ୍ ଅଇଲାନି, ତାକର୍ ପାରା କାରାପ୍ ଚଲାଚଲ୍ତି କରାଇଲା ।
ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ ।
ତାର୍ପଚେ ସାତ୍ଟା ଗିନାଦାରିରଇବା ସାତ୍ଟା ଦୁତ୍ମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍ପୁଟାର୍ ବେସିଆ କେନ୍ତାରି ଡଣ୍ଡ୍ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍ମନ୍ ମିସିରଇବା ଜାଗାଇ ସେ ନଅର୍ ତିଆର୍ ଅଇଲାଆଚେ ।
ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କଲାଇ । ଜଗତର୍ ଲକ୍ମନ୍ ତାର୍ ମଦ୍ କାଇକରି ମାତ୍ଲାଇ । ତାର୍ ଅରତ୍ ଅଇଲାନି, ତାକର୍ କାରାପ୍ ଚଲାଚଲ୍ତିକେ ସେମନ୍ ମାନ୍ଲାଇ ।
ଦୁତ୍ ମକେ ପାଚାର୍ଲା, “କାଇକେ ତୁଇ କାବା ଅଇଗାଲୁସ୍ ? ଏ ମାଇଜିର୍ ଆରି ତାକେ ଦାରିରଇବା ପସୁର୍ କେ ନାଜାନି ରଇବା ଅରତ୍ ମୁଇ ତକେ କଇଦେବି ।” ସେ ପସୁକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା ।
ସେ ବେସି ଆକ୍ମାରି କଇଲା, “ତାର୍ ଦସା ଅଇଲା ଆଚେ ! ସେ ବଡ୍ ବାବିଲନ୍ ମାଟିଲଗେ ମିସି ରୁନ୍ଚୁନା ଅଇଗାଲାବେ ! ସେଟା ଏବେ ମାଟିବିତ୍ରେ ତପିଅଇ ଗାଲାବେ ! ତାକେ ଏବେ ଡୁମାମନ୍ ଆରି ଅସୁକଲ୍ ଆତ୍ମାମନ୍ ବାଦାଦେଲାଇନି । ସବୁ ରକାମର୍ ଅସୁକଲ୍ ଆରି ଗିନ୍କର୍ବା ଚଡଇମନ୍ ତାର୍ ବିତ୍ରେ ବାସା ଅଇଆଚତ୍ ।
ତାର୍ପଚେ ଏଦେ ଦେକା ! ଗଟେକ୍ ବେସି ବପୁର୍ ଦୁତ୍ ଗଟେକ୍ ବଡ୍ ଜତା ଏଡ୍କି ପାକ୍ନା ବେଟି ସମ୍ଦୁରେ ପିଙ୍ଗ୍ଲା । ଆରି କଇଲା “ଏନ୍ତାରିସେ ବଡ୍ ନଅର୍ ବାବିଲନ୍କେ ଜବର୍ ଅଇତେ ପିଙ୍ଗ୍ବାଇ । ଆରି ତାର୍ ନାଉଁଗନ୍ଦ୍ ନ ମିଲେନି ।
ତାର୍ ବିଚାର୍ନା ଜାକ ସତ୍ ଆରି ଅନିଆଇ ନ ଅଇତେ ଜନ୍ ବେସିଆ ମାଇଜି ଗୁଲାଇ ଜଗତ୍କେ ତାର୍ କାରାପ୍ ଚଲାଚଲ୍ତି ସଙ୍ଗ୍ ନସାଇତେରଇଲା, ସେ ତାକେ ଦସ୍ ଦେଲାଆଚେ । ତାର୍ ଦାଙ୍ଗ୍ଡାମନ୍କେ ସେ ମରାଇଲାକେ ତାକେ ସେ ଡଣ୍ଡ୍ ଦେଲାଆଚେ ।
ସେ ଦୁତ୍ କଇଲା ଆମର୍ ପର୍ମେସର୍କେ ସେବା କର୍ବା ଲକ୍ମନର୍ କାପାଲେ ଚିନ୍ ନ ଦେବା ଜାକ ଦର୍ତନିକେ କି ସମ୍ଦୁର୍କେ କି ଗଚ୍କେ ବିନାସ୍ ନ କରା ।