18 ଆରି ଜନ୍ ମାଇଜିକେ ତୁଇ ଦେକ୍ଲୁସ୍, ସେ ଅଇଲାନି, ଜଗତର୍ ରାଜାମନ୍କେ ସାସନ୍ କର୍ବା ସେ ବଡ୍ ନଅର୍ ।
ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା ।
ବଡ୍ ନଅର୍ ସାଇର୍ ମଜାଇ ତାକର୍ ମଲା ଗାଗଡ୍ ରଇସି । ସେ ବଡ୍ ନଅରେ ତାକର୍ ମାପ୍ରୁ କୁରୁସ୍କାଟେ ସର୍ପି ଅଇରଇଲା । ସେ ନଅର୍ ସଦମ୍ କି ମିସର୍ ରାଇଜ୍ ପାରା ଆଚେ ।
ବାଦ୍ଲେ ରଇବା ତିନ୍ ବାଗେଅନି ଗଟେକ୍ ବାଗର୍ ତାରାମନ୍କେ ତାର୍ ଲେଞ୍ଜ୍ ଜିକିନେଇକରି ଦର୍ତନିଟାନେ ପିଙ୍ଗିଦେଲା । ସେ ମାଇଜି ନିକ ଅଇଲାଦାପ୍ରେ ତାର୍ ପିଲାକେ କାଇବି ବଲି ମାଇଜିର୍ ମୁଆଟେ ଟିଆଅଇଲା ।
ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ ।
ସେ ବେସି ଆକ୍ମାରି କଇଲା, “ତାର୍ ଦସା ଅଇଲା ଆଚେ ! ସେ ବଡ୍ ବାବିଲନ୍ ମାଟିଲଗେ ମିସି ରୁନ୍ଚୁନା ଅଇଗାଲାବେ ! ସେଟା ଏବେ ମାଟିବିତ୍ରେ ତପିଅଇ ଗାଲାବେ ! ତାକେ ଏବେ ଡୁମାମନ୍ ଆରି ଅସୁକଲ୍ ଆତ୍ମାମନ୍ ବାଦାଦେଲାଇନି । ସବୁ ରକାମର୍ ଅସୁକଲ୍ ଆରି ଗିନ୍କର୍ବା ଚଡଇମନ୍ ତାର୍ ବିତ୍ରେ ବାସା ଅଇଆଚତ୍ ।