ପର୍କାସିତ 17:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ସେମନ୍ ମେଣ୍ଡାପିଲାର୍ ବିରୁଦେ ଜୁଇଦ୍ କର୍ବାଇ । ମାତର୍ ମେଣ୍ଡାପିଲା ସେମନ୍କେ ଆରାଇସି । କାଇକେବଇଲେ ସେ ସବୁ ମାପ୍ରୁମନର୍ ଟାନେଅନି ଉଚେ ରଇବା ମାପ୍ରୁ । ଆରି ରାଜା ମନର୍ଟାନେ ଅନି ଉପ୍ରେ ରଇବା ରାଜା । ତାର୍ ଜେତ୍କି ସିସ୍ମନ୍କେ ସେ ଡାକିକରି ବାଚ୍ଲାଆଚେ, ଆରି ତାକେ ସତ୍ ସଙ୍ଗ୍ ନାମ୍ବାଇ, ସେମନର୍ ସଙ୍ଗ୍ ସେ ଜୁଇଦ୍ କର୍ସି । အခန်းကိုကြည့်ပါ။ |