ପର୍କାସିତ 17:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ତାର୍ପଚେ ସାତ୍ଟା ଗିନାଦାରିରଇବା ସାତ୍ଟା ଦୁତ୍ମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍ପୁଟାର୍ ବେସିଆ କେନ୍ତାରି ଡଣ୍ଡ୍ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍ମନ୍ ମିସିରଇବା ଜାଗାଇ ସେ ନଅର୍ ତିଆର୍ ଅଇଲାଆଚେ । အခန်းကိုကြည့်ပါ။ |