20 ସମ୍ଦୁର୍ ମଜାଇ ରଇବା ସୁକ୍ଲା ଜାଗାମନ୍ ସବୁ କୁପ୍ଲି, କି ଡଙ୍ଗର୍ମନ୍ ନ ରଇଲା ।
ସେମନ୍ ସାଇପରସ୍ ଜାଗା ଚାଡି ପାପ୍ତେ ନାଉଁର୍ ଜାଗାଇ ଗାଲାଇ । ତେଇ ବାର୍ଜିସୁ ନାଉଁର୍ ଗଟେକ୍ ମଁତର୍ ସିକିରଇବା ଜିଉଦିକେ ବେଟ୍ଅଇଲାଇ । ସେ ନିଜ୍କେ ମିଚ୍ରେ ବବିସତ୍ବକ୍ତା ବଲି କଇତେ ରଇଲା ।
ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ ।
ବାଦଲ୍ ଦୁଇପଡା ଅଇଗାଲା ଆରି କାଗଜ୍ପାରା ଗୁଡିଆଇଅଇଲା । ଗଟେକ୍ ଗଟେକ୍ ଡଙ୍ଗର୍ ଆରି ଚାରିବେଟ୍ତି ପାନିରଇ ମଜାଇ ରଇବା ସୁକ୍ଲା ଜାଗା ତାର୍ ଜାଗାଇ ଅନି ଅସକ୍ଲାଇ ।