ପର୍କାସିତ 16:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ । အခန်းကိုကြည့်ပါ။ |