6 ସାତ୍ଟା ମର୍ଡି ସର୍ପାଇ ଅଇରଇବା ସାତ୍ଟା ଦୁତ୍ମନ୍ ମନ୍ଦିରେ ଅନି ବାରଇଲାଇ । ସେମନ୍ ଦବ୍ ରଇକରି ଜକ୍ଜକି ଜାଇତେରଇବା ବସ୍ତର୍ ପିନ୍ଦି ରଇଲାଇ । ଆରି ସୁନାର୍ ବେଲ୍ଟୁ ବୁକେ ବାନ୍ଦିଅଇରଇଲାଇ ।
କାଇଟା ଅଇଲାବେ, ବଲି, ବାବିକରି ରଇଲାବେଲେ, ଏଦେ ଦେକା ! ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଲୁଗା ପିନ୍ଦି ଦୁଇ ଲକ୍ ସେମନର୍ ମୁଆଟେ ଟିଆ ଅଇଲାଇ ।
ତାର୍ ମଜାଇ ନର୍ ପାରା ଡିସ୍ତେରଇବା ଗଟେକ୍ ଲକ୍କେ ଦେକ୍ଲି । ତାର୍ ପାଦ୍ଜାକ ଅଇବା ଗଟେକ୍ ଡେଙ୍ଗ୍ ଲୁଗା ପିନ୍ଦିରଇଲା । ତାର୍ ବୁକ୍ତଲେ ଗଟେକ୍ ସୁନାର୍ ବେଲ୍ଟୁ ବାନ୍ଦି ରଇଲା ।
ତାର୍ ପଚେ ମନ୍ଦିରେଅନି ଆରି ଗଟେକ୍ ଦୁତ୍ ବାରଇ ଆଇଲା । ଆରି ବାଦଲ୍ ଉପ୍ରେ ବସିରଇଲା ଲକ୍କେ ଆଉଲିଅଇକରି କଇଲା “ବେଲା କେଟ୍ଲାବେ ।” ତମର୍ ପସଲ୍ ପାଚ୍ଲାଆଚେ । ତର୍ ଇଲାସଙ୍ଗ୍ ସେଟା କାଟ୍ ।
ସରଗର୍ ମନ୍ଦିରେଅନି ଆରିଗଟେକ୍ ଦୁତ୍ ବାରଇ ଆଇବାଟା ମୁଇ ଦେକ୍ଲି । ତାର୍ ଆତେ ମିସା ଗଟେକ୍ ଲାଗନ୍ ଇଲା ରଇଲା ।
ଏଦେ ଦେକା ! ତାର୍ପଚେ ଆକାସେ ଆରିଗଟେକ୍ କାବା ଅଇଜିବା ଚିନ୍ ମୁଇ ଦେକ୍ଲି । ତେଇ ସାତ୍ଟା ଦୁତ୍ମନ୍କେ ସାତ୍ଟା ମର୍ଡି ସର୍ପାଇ ଅଇରଇଲା । ଏ ସର୍ତେ ମର୍ଡି ସାରାସାରି ବେଲର୍ଟା । କାଇକେବଇଲେ ଏଟା ଅଇଲାନି ଦର୍ତନି ଉପ୍ରେ ପର୍ମେସର୍ ଆନ୍ବା ସାରାସାରିର୍ ଡଣ୍ଡ୍ ।
ତାକେ ସୁକଲ୍ ପିର୍ପିରା ଅଇ ଜକ୍ମକିଜିବା ବସ୍ତର୍ ପିନ୍ଦ୍ବାକେ ଦିଆଅଇଆଚେ । ପିର୍ପିରା ଲୁଗା ଅଇଲାନି, ପର୍ମେସରର୍ ଲକ୍ମନର୍ ଦରମ୍ କାମ୍ ।