9 ସେ ଦୁଇଟା ଦୁତ୍ମନର୍ ପଚେପଚେ ଆରି ଗଟେକ୍ ଦୁତ୍ ଆସିକରି ଆଉଲି ଅଇକରି କଇବାର୍ ଦାର୍ଲା, ଜେ ଜଦି ପସୁକେ କି ତାର୍ ମୁର୍ତିକେ ପୁଜା କର୍ସି ଆରି ନିଜର୍ କାପାଲେ କି ତାର୍ ଆତେ ତାର୍ ଚିନ୍ ଗଦାଇଅଇସି,
ଜଇଟାନେଅନି ଆଇବା ଦୁଆଁ, ଜନ୍ଟାକି ସେମନ୍କେ ଦୁକ୍ କସ୍ଟ ଦେଲାନି, ସେଟା କାଲ୍ କାଲ୍ ଜୁଗ୍ ଜୁଗ୍ ଉପ୍ରେ ଜାଇତେ ରଇସି । ପସୁକେ କି ତାର୍ ମୁର୍ତିକେ ପୁଜାକର୍ବା ଲକ୍ ଦିନ୍ରାତି ପୁଣ୍ଡି ନାପାରତ୍ । ଜେନ୍ତିକି ତାର୍ ନାଉଁର୍ ନେଇରଇବା ଲକ୍ମନର୍ପାଇ ମିସା ।
ପର୍ତୁମ୍ ଦୁତ୍ ଗାଲା ଆରି ତାର୍ ରିସାର୍ ଗିନା ଦର୍ତନି ଉପ୍ରେ ଆଜାଡିଦେଲା । ଆରି ଏଦେ ଦେକା ! ଜନ୍ ଲକ୍ମନ୍ ଜେ କି ପସୁର୍ ଚିନ୍ ଗଦିଅଇରଇଲାଇ ଆରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ, ତାକର୍ ଗାଗ୍ଡେ ମୁର୍ଚି ନାପାର୍ଲା ପାରା ଉଟାନ୍ ବାରଇଲା ।
ସେ ଦୁତ୍ କଇଲା ଆମର୍ ପର୍ମେସର୍କେ ସେବା କର୍ବା ଲକ୍ମନର୍ କାପାଲେ ଚିନ୍ ନ ଦେବା ଜାକ ଦର୍ତନିକେ କି ସମ୍ଦୁର୍କେ କି ଗଚ୍କେ ବିନାସ୍ ନ କରା ।