ପର୍କାସିତ 14:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଆରି ଗଟେକ୍ ଦୁତ୍ ପର୍ତୁମର୍ ଦୁତ୍ ପଚେ ଗାଲା । ସେ କଇଲା “କୁରୁପ୍ନାସ୍ ଅଇଲା । ବେସି ଡାକ୍ପୁଟାରଇବା ବାବିଲନ୍ କୁରୁପ୍ନାସ୍ ଅଇଲା ।” ତେଇର୍ ଲକ୍ମନ୍ ବିନ୍ ଦେସର୍ ଲକ୍ମନ୍କେ ତାକର୍ ମଦ୍ କୁଆଇଲାଇ । ତାର୍ ଅରତ୍ ଅଇଲାନି, ତାକର୍ ପାରା କାରାପ୍ ଚଲାଚଲ୍ତି କରାଇଲା । အခန်းကိုကြည့်ပါ။ |