ପର୍କାସିତ 14:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ସେମନ୍ ନିଜେ ସୁକଲ୍ ରଇଲାଇ । ମାଇଜି ମନର୍ ସଙ୍ଗ୍ ମିସାବିଡା ଅଇକରି ନିଜ୍କେ ଅସୁକଲ୍ ଅଇ ନ ରଇଲାଇ । ସେମନ୍ ପିଲାବେଣ୍ଡିଆ ପାରା ରଇଲାଇ । ସେମନ୍ ସବୁବେଲେ ମେଣ୍ଡାପିଲାର୍ ସଙ୍ଗ୍ ଜାଇତେରଇଲାଇ । ସେମନ୍ ମୁନୁସ୍ଜାତିର୍ ବିତ୍ରେ ପର୍ତୁମ୍ ତର୍ ମୁକ୍ତି ପାଇକରି ପର୍ମେସରର୍ପାଇ ଆରି ମେଣ୍ଡାପିଲାର୍ପାଇ ନିଜ୍କେ ସର୍ପି ଅଇଆଚତ୍ । အခန်းကိုကြည့်ပါ။ |