16 ତାର୍ପଚେ ବାଦ୍ଲେ ବସ୍ଲା ଲକ୍ ତାର୍ ଇଲା ଦର୍ତନି ଉପ୍ରେ ବୁଲାଇଲା । ଦର୍ତନିର୍ ଚାସ୍ ସବୁ କାଟାଅଇଲା ।
ନର୍ପିଲା ମୁଇ ବାବା ପର୍ମେସରର୍ ଡାକ୍ପୁଟା ପାଇ ସରଗ୍ ଦୁତ୍ମନର୍ ସଙ୍ଗ୍ ଆରି ତରେକ୍ ଆଇବି । ସେଡ୍କି ବେଲେ ମୁଇ ସବୁ ଲକର୍ କରିରଇବା କାମ୍ ଦେକି ପୁରୁସ୍କାର୍ ଦେବି ।
ତାର୍ପଚେ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଦବ୍ ବାଦଲ୍ ଡିସ୍ଲା । ଆରି ଗଟେକ୍ ନର୍ପାରା ଡିସ୍ବା ବାଦଲ୍ ଉପ୍ରେ ବସିରଇଲା । ତାର୍ ମୁଣ୍ଡେ ସୁନାର୍ ମୁକୁଟ୍ ଆରି ଆତେ ଗଟେକ୍ ଗଜିଆ ଇଲା ଦାରିରଇଲା ।
ତାର୍ ପଚେ ମନ୍ଦିରେଅନି ଆରି ଗଟେକ୍ ଦୁତ୍ ବାରଇ ଆଇଲା । ଆରି ବାଦଲ୍ ଉପ୍ରେ ବସିରଇଲା ଲକ୍କେ ଆଉଲିଅଇକରି କଇଲା “ବେଲା କେଟ୍ଲାବେ ।” ତମର୍ ପସଲ୍ ପାଚ୍ଲାଆଚେ । ତର୍ ଇଲାସଙ୍ଗ୍ ସେଟା କାଟ୍ ।
ସରଗର୍ ମନ୍ଦିରେଅନି ଆରିଗଟେକ୍ ଦୁତ୍ ବାରଇ ଆଇବାଟା ମୁଇ ଦେକ୍ଲି । ତାର୍ ଆତେ ମିସା ଗଟେକ୍ ଲାଗନ୍ ଇଲା ରଇଲା ।
ତେବର୍ପାଇ ସେ ଦୁତ୍ ଦର୍ତନି ଉପ୍ରେ ତାର୍ ଇଲା ବୁଲାଇଲା । ମାଲେଅନି ଅଙ୍ଗୁର୍ କାଟ୍ଲା । ଆରି ଅଙ୍ଗୁର୍ ଆଜାଡ୍ବା କୁଣ୍ଡେ ଡାଲିଦେଲା । ସେ ଜାଗା ଅଇଲାନି ପର୍ମେସରର୍ ବଡ୍ ରିସାର୍ ଜାଗା ।