5 ସେ ପସୁକେ ୪୨ ମାସ୍ଜାକ ଅଦିକାର୍ ସଙ୍ଗଇବାକେ ଆରି ପର୍ମେସରର୍ ବିରୁଦେ ବଡ୍ପନ୍ କାତା କଇବାକେ ପର୍ମେସର୍ ଆଦେସ୍ ଦେଲା ।
କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି ।
ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
ସେଡ୍କିବେଲେ ସେ କାରାପ୍ ଲକ୍ ଦେକାଇ ଅଇସି । ତାକେ ମାପ୍ରୁ ଜିସୁ ତାର୍ ନିଜର୍ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍ ନାସ୍ କର୍ସି । ଆରି ତରେକ୍ ସେ ଡାକ୍ପୁଟା ସଙ୍ଗ୍ ଆଇବାବେଲେ ସେ କାରାପ୍ ଲକ୍ ବିନାସ୍ ଅଇଜାଇସି ।
ସେମନ୍ ତାକର୍ କବର୍ ଜାନାଇଲା ପଚେ, ଗଟେକ୍ ବେସି ଡର୍ ଲାଗ୍ବା ପସୁ ପାତାଲେଅନି ବାରଇଆସି ତାକର୍ ବିରୁଦେ ଜୁଇଦ୍ କର୍ସି । ସେ ପସୁ ସେମନ୍କେ ଆରାଇକରି ମରାଇଦେଇସି ।
ମରୁବାଲି ବୁଏଁ ତାର୍ ଜାଗାଇ କେଟ୍ବାକେ ଗଟେକ୍ ବଡ୍ ଗିଦର୍ ଦୁଇଟା ଡେନା ତାକେ ଦିଆଅଇଲା । ତେଇ ଅସୁର୍ ସାଁପ୍ ତାକେ ନ ମିଲାଇକରି କାଇଟା ନ କଲାପାରା ତିନ୍ ବରସ୍ ଅଦା ଦିନ୍ ତାର୍ ଜତନ୍ ନିଆଅଇସି ।
ପର୍ମେସର୍ ତାର୍ପାଇ ତିଆର୍ କରି ସଙ୍ଗଇରଇବା ମରୁବୁଇଁ ବାଟେ ସେ ମାଇଜି ପାଲାଇଲା । ତେଇ ୧,୨୬୦ ଦିନ୍ ଜାକ ତାକେ ଜତନ୍ ନିଆଅଇସି ।
ପର୍ମେସର୍ ଲକ୍ମନର୍ ସଙ୍ଗ୍ ଜୁଇଦ୍ କରି ସେମନ୍କେ ଆରାଇବାକେ ତାକେ ଅଦିକାର୍ ଦିଆଅଇଲା । ସବୁ ବଁସର୍ ଉପ୍ରେ, ରାଇଜର୍ ଉପ୍ରେ, ବାସା ଉପ୍ରେ ଆରି ଜାତିର୍ ପାଇ ତାକେ ଅଦିକାର୍ ଦିଆଅଇଲା ।