ପର୍କାସିତ 13:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ପଚର୍ ପସୁ ବଡ୍ ବଡ୍ କାବା ଅଇଜିବା କାମ୍ମନ୍ କଲା । ଦର୍ତନିଟାନେ ରଇବା ସବୁଲକ୍ ଦେକ୍ଲାପାରା ସର୍ଗେଅନି ଜଇ ବାର୍କରାଇତେରଇଲା । အခန်းကိုကြည့်ပါ။ |
ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା ।