ପର୍କାସିତ 13:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ ବନ୍ଦିଗରେ ରଇବାର୍ ଆଚେ, ସେ ବନ୍ଦିଗରେ ଜାଇସି । ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ କାଣ୍ଡାସଙ୍ଗ୍ ମର୍ବାର୍ଆଚେ, ସେ କାଣ୍ଡାସଙ୍ଗ୍ ମାରାଇଅଇସି । ମାତର୍ ପର୍ମେସରର୍ ଲକ୍ ବିସ୍ବାସ୍ ଦାରି ମୁର୍ଚିକରି ରଇବାର୍ଆଚେ । အခန်းကိုကြည့်ပါ။ |
“ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।
ଜିଉଦି ନ ଅଇଲା ଲକ୍ମନ୍ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍ଟା । ଏବେ ମଲା ଲକ୍ମନର୍ ବିଚାର୍ ଅଇସିବେ । ବବିସତ୍ବକ୍ତାମନ୍ ଜେ କି ତମର୍ ଦାଙ୍ଗ୍ଡା ଅଇରଇଲାଇ, ସେମନ୍କେ ପୁରୁସ୍କାର୍ ଦେବା ବେଲା କେଟ୍ଲା । ତକେ ଜେତ୍କି ନାମ୍ବା ଲକ୍, ବଡ୍ସାନ୍ ସମାନ୍ ଅଇକରି ଦର୍ତନିକେ ବିନାସ୍ କରିରଇବା ଲକ୍ମନ୍ ଏବେ ନିଜେ ବିନାସ୍ ଅଇବାଇ ।
ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି ।
ମୁଇ ତମର୍ ଚଲାଚଲ୍ତି ଜାନି । ତମେ ଆବଡ୍ ଅଇ ପାଇଟି କର୍ବାଟା ଆରି ଦୁକ୍ କସ୍ଟ ଆଇଲେ ମିସା ମୁର୍ଚି କରି ରଇବାଟା ମୁଇ ଜାନି । କରାପ୍ ଲକର୍ କାମ୍ ତମ୍କେ ସାର୍ଦା ନ କରାଏ ବଲି ମୁଇ ଜାନି । ଜନ୍ ଲକ୍ମନ୍ ଆମେ ପେରିତ୍ସିସ୍ ବଲି ନାଡାଇଲାଇନି, ସେମନ୍ ସତ୍ କି ମିଚ୍ ବଲି ତମେ ପରିକା କରିଆଚାସ୍ । ସେମନ୍ ମିଚ୍ କଇଲାଇନି ବଲି ତମେ ଜାନିଆଚାସ୍ ।