8 ସେମନ୍ ସେ ଅସୁର୍କେ ଆରାଇଲାଇ । ତାକେ ଆରି ତାର୍ ଦୁତ୍ମନ୍କେ ସର୍ଗେ ରଇବାକେ ଆଦେସ୍ ନ ରଇଲା ।
ସେଟାର୍ପାଇ ମୁଇ ତକେ କଇଲିନି, ତୁଇ ପିତର୍, ଜାର୍ ଅରତ୍ କି ପାକ୍ନା । ଏ ପାକ୍ନା ଉପ୍ରେ ମୁଇ ମର୍ ମଣ୍ଡଲି ତିଆର୍ କର୍ବି । ଜେନ୍ତିକି ମରନ୍ ପାରା ବପୁ ମିସା ତାକେ କାଇ କରିନାପାରେ ।
ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
ସେତ୍କିସେ ନଏଁ ସେ ଦୁତ୍ମନ୍କେ ମିସା ଡଣ୍ଡ୍ ଦେଇରଇଲା । ପର୍ମେସର୍ ସେମନ୍କେ ଜେତ୍କି ଅଦିକାର୍ ସର୍ପି ଦେଇରଇଲା, ସେମନ୍ ତାର୍ତେଇଅନି ଅଦିକ୍ ନେଲାଇ । ଆରି ତାକର୍ ଦେଇରଇବା ଜାଗା ଚାଡ୍ଲାଇ । ସେ ସେମନ୍କେ ବିଚାର୍ କର୍ବା ଦିନ୍ ଜାକ, ଗଟେକ୍ ଆନ୍ଦାରର୍ ଜାଗାଇ, କେ ବାଙ୍ଗାଇ ନାପାର୍ଲା ପାରା, ସିକ୍ଲି ସଙ୍ଗ୍ ବାନ୍ଦିଆଚେ ।
ମେଣ୍ଡାପିଲାର୍ ବନିର୍ଲାଗି ଆରି ସେମନ୍ ଜାନାଇରଇବା ସତର୍ ଲାଗି ଆମର୍ ବାଇବଇନିମନ୍ ତାର୍ସଙ୍ଗ୍ ଜୁଇଦ୍ କରି ଜିତ୍ଲାଇ । ସେମନ୍ ମରିଜିବାଜାକ ଜାନିରଇଲେ ମିସା ବିସ୍ବାସ୍ କର୍ତେରଇଲାଇ ।
ତାର୍ପଚେ ସରଗ୍ପୁରେ ଗଟେକ୍ ଜୁଇଦ୍ ଆରାମ୍ ଅଇଲା । ମିକାଏଲ୍ ଆରି ତାର୍ଦୁତ୍ମନ୍ ସେ ଅସୁର୍ ଆରି ତାର୍ ଦୁତ୍ମନର୍ ସଙ୍ଗ୍ ଜୁଇଦ୍ କଲାଇ ।
ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ ।