16 ମାତର୍ ଦର୍ତନି ସେ ମାଇଜିକେ ସାଇଜ କଲା । ଅସୁର୍ସାଁପର୍ ଟଣ୍ଡେଅନି ଆଇଲାପାନି ତାର୍ ନିଜର୍ ଟଣ୍ଡ୍ପାଡିକରି ଗିଲିଦେଲା ।
ଏଇ ବାଟ୍ଦେକାଇବା କାଣା ଲକ୍ମନ୍ ! ତମେ କାଇବାବେଲେ କେଡେବଲ୍ ତେଇ କାଇଆଲେ କିଡା ଅଦ୍ରି ରଇସି ବଲି ସେଟା ଚାନି ପାକାଇତେ ରଇସା । ମାତର୍ ତମେ ଗଟେକ୍ ଗଟେକ୍ ବଡ୍ ପସୁକେ ମିସା ଗିଲି କାଇପାକାଇସା ।
ତାର୍ପଚେ ସେ ଅସୁର୍ସାଁପ୍ ତାର୍ ଟଣ୍ଡେଅନି ବନିଆ ଅଇଜିବା ଏତ୍କି ପାନି ବାର୍କରାଇଲା । ଜେନ୍ତାରି କି ସେ ପାନି ସେ ମାଇଜିକେ ବଁଙ୍ଗ୍ଲାଇ ନେଇସି ।
ସେଟାର୍ପାଇ ସେ ଅସୁର୍ସାଁପ୍ ବେସି ରିସାଅଇଗାଲା । ଆରି ସେ ମାଇଜିର୍ ବାକିରଇବା ନାତିତିତି ମନର୍ ସଙ୍ଗ୍ ଜୁଇଦ୍ କର୍ବାର୍ ଆଇଲା । ସେମନ୍ ପର୍ମେସରର୍ ଆଦେସ୍ ମାନିକରି ଜିସୁ ଜାନାଇରଇବା ସତ୍ ଦାରିରଇବାଇ ।