14 ମରୁବାଲି ବୁଏଁ ତାର୍ ଜାଗାଇ କେଟ୍ବାକେ ଗଟେକ୍ ବଡ୍ ଗିଦର୍ ଦୁଇଟା ଡେନା ତାକେ ଦିଆଅଇଲା । ତେଇ ଅସୁର୍ ସାଁପ୍ ତାକେ ନ ମିଲାଇକରି କାଇଟା ନ କଲାପାରା ତିନ୍ ବରସ୍ ଅଦା ଦିନ୍ ତାର୍ ଜତନ୍ ନିଆଅଇସି ।
ପର୍ମେସର୍ ତାର୍ପାଇ ତିଆର୍ କରି ସଙ୍ଗଇରଇବା ମରୁବୁଇଁ ବାଟେ ସେ ମାଇଜି ପାଲାଇଲା । ତେଇ ୧,୨୬୦ ଦିନ୍ ଜାକ ତାକେ ଜତନ୍ ନିଆଅଇସି ।
ମକେ ଆତ୍ମା ଦାରିଦେଲା ଆରି ଦୁତ୍ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା ! ତେଇ ରଙ୍ଗ୍ ପସୁର୍ ଉପ୍ରେ ଗଟେକ୍ ମାଇଜି ବସିରଇବାଟା ମୁଇ ଦେକ୍ଲି । ତାକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା । ପର୍ମେସର୍କେ ନିନ୍ଦାକର୍ବା ନାଉଁ ସେ ପସୁର୍ ଉପ୍ରେ ଲେକାଅଇରଇଲା ।