ପର୍କାସିତ 12:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ତେବର୍ପାଇ, ତମେ ସର୍ଗେ ରଇବା ଜେତ୍କି ଲକ୍ ସାର୍ଦା ଉଆ । ମାତର୍ ଦର୍ତନିତେଇ ଆରି ସମ୍ଦୁରେ ରଇବା ଲକ୍ମନ୍ ତମର୍ପାଇ କେଡେ ଇନସ୍ତାର୍ ଦିନ୍ ଆଇସି । କାଇକେବଇଲେ ତମର୍ ବିତ୍ରେ ସଇତାନ୍ ଉତ୍ରି ଆଇଲାଆଚେ । ସେ ବେସି ରିସାଅଇଆଚେ । କାଇକେବଇଲେ ସେ ଏବେ ବେଲା ଚନେକ୍ସେ ଆଚେବଲି ଜାନିଆଚେ । အခန်းကိုကြည့်ပါ။ |