7 ସେମନ୍ ତାକର୍ କବର୍ ଜାନାଇଲା ପଚେ, ଗଟେକ୍ ବେସି ଡର୍ ଲାଗ୍ବା ପସୁ ପାତାଲେଅନି ବାରଇଆସି ତାକର୍ ବିରୁଦେ ଜୁଇଦ୍ କର୍ସି । ସେ ପସୁ ସେମନ୍କେ ଆରାଇକରି ମରାଇଦେଇସି ।
ଜିସୁ ସେମନ୍କେ କଇଲା, “ତମେ ଜାଇ ସେ କଲିଆପାରା ଲକ୍କେ କୁଆ, ଦେକ୍ ଆଜି ଆରି କାଲି ମୁଇ ଡୁମା ଚାଡାଇଲିନି ଆରି ନିକ କଲିନି । ଆରି ପର୍ଦିନ୍କେ ମୁଇ ମର୍ କାବା ଅଇଜିବା କାମ୍କଲିନି । ପର୍ମେସରର୍ ଜଜ୍ନାଇ ରଇଲା ବେଲା କେଟ୍ବା ଆଗ୍ତୁ, ମୁଇ ଏନ୍ତି କାମ୍ କରି ସାରାଇବି ।
ଆରି ଜିସୁ ଜେନ୍ତିକି ସେମନ୍କେ ପାତାଲେ ଜିବାକେ ଆଦେସ୍ ନ ଦେଏ, ଏଟାର୍ ପାଇ ସେମନ୍ ତାକେ ବାବୁଜିଆ କର୍ବାର୍ ଦାର୍ଲାଇ ।
ତମେ ମକେ ଜନ୍ କାମ୍ମନ୍ କର୍ବାକେ ଦେଇଆଚାସ୍, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍କେ ଡାକ୍ପୁଟା କରିଆଚି ।
ଜିସୁ ସେଟା କାଇକରି “ସାରିଗାଲାବେ ! ” ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
ଆରାଜିତାଟାନେ ମୁଇ ନିକସଙ୍ଗ୍ ଜୁଇଦ୍ କଲିଆଚି । ଜେତ୍କି ପାଲାଇବାର୍ ରଇଲା ମୁଇ ନିକସଙ୍ଗ୍ ସାରାଇଲି । ଆରି ମୁଇ ମର୍ ବିସ୍ବାସ୍ ଆରାଇନାଇ ।
ବାସ୍ତା ପିନ୍ଦିରଇବା ଦୁଇଟା ସାକିମନ୍କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍ ମୁଇ ସେମନ୍କେ କଇଲାଟା ଜାନାଇବାଇ ।
ସେଟାର୍ପାଇ ସେ ଅସୁର୍ସାଁପ୍ ବେସି ରିସାଅଇଗାଲା । ଆରି ସେ ମାଇଜିର୍ ବାକିରଇବା ନାତିତିତି ମନର୍ ସଙ୍ଗ୍ ଜୁଇଦ୍ କର୍ବାର୍ ଆଇଲା । ସେମନ୍ ପର୍ମେସରର୍ ଆଦେସ୍ ମାନିକରି ଜିସୁ ଜାନାଇରଇବା ସତ୍ ଦାରିରଇବାଇ ।
ଏଦେ ଦେକା ! ତାର୍ପଚେ ଦର୍ତନି ଅନି ଆରିଗଟେକ୍ ପସୁ ବାରଇ ଆଇବାଟା ମୁଇ ଦେକ୍ଲି । ତାକେ ମେଣ୍ଡାପିଲାର୍ ସିଙ୍ଗ୍ପାରା ଦୁଇଟା ସିଙ୍ଗ୍ ରଇଲା ଆରି ଅସୁର୍ସାଁପ୍ ପାରା କାତା କଇତେରଇଲା ।
ପର୍ମେସର୍ ଲକ୍ମନର୍ ସଙ୍ଗ୍ ଜୁଇଦ୍ କରି ସେମନ୍କେ ଆରାଇବାକେ ତାକେ ଅଦିକାର୍ ଦିଆଅଇଲା । ସବୁ ବଁସର୍ ଉପ୍ରେ, ରାଇଜର୍ ଉପ୍ରେ, ବାସା ଉପ୍ରେ ଆରି ଜାତିର୍ ପାଇ ତାକେ ଅଦିକାର୍ ଦିଆଅଇଲା ।