16 ତାର୍ପଚେ ପର୍ମେସରର୍ ମୁଆଟେ ବସ୍ବା ଜାଗାଇ ବସିରଇବା ୨୪ ଟା ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ ।
ଜିସୁ ସେମନ୍କେ କଇଲା, “ଏ କାତା ସତ୍ ବଲି ଜାନ୍ସା, ଜେଡେବେଲେ ନୁଆ ଜୁଗେ ନର୍ପିଲା ମୁଇ ମର୍ ଡାକ୍ପୁଟା ଅଇବା ବସ୍ବାଟାନେ ବସ୍ବି । ମର୍ ବାର୍ଟା ସିସ୍, ତମେ ମିସା, ବାର୍ଟା ବସ୍ବାଟାନେ ବସି ଇସ୍ରାଏଲର୍ ବାର୍ଟା କୁଟୁମ୍କେ ସାସନ୍ କର୍ସା ।
୨୪ ପାର୍ଚିନ୍ମନ୍ ଆରି ଚାର୍ଟା ଜିବନ୍ ରଇବା ପସୁମନ୍ ଡାଣ୍ଡାସନ୍ ପଡି ବସ୍ବା ଜାଗାଇ ବସିରଇବା ପର୍ମେସର୍କେ ଜୁଆର୍ କଲାଇ । ଆମେନ୍ ପର୍ମେସର୍ ଡାକ୍ପୁଟା ପାଅ । ବଇଲାଇ ।
କଡେ ଚାରିଟା ପାର୍ଚିନ୍ମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମୁଆଟେ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିରଇସି । ସେମନ୍ ପିନ୍ଦି ରଇବା ମୁକୁଟ୍ ବସ୍ବା ଜାଗାର୍ ମୁଆଟେ ପିଙ୍ଗିଦେଇକରି କଇଲାଇ,
ସେ ବସ୍ବା ଜାଗାର୍ ଗୁଲ୍ଟି ବିତ୍ରେ କଡେ ଚାର୍ଟା ବସ୍ବା ଜାଗା ରଇଲା । ତେଇ ଦବ୍ଲୁଗା ପିନ୍ଦିକରି ଆରି ସୁନାର୍ ମୁକୁଟ୍ ପିନ୍ଦି କଡେଚାରିଟା ପାର୍ଚିନ୍ମନ୍ ବସିରଇଲାଇ ।
ଚାରିଟା ଜିବନ୍ ରଇବା ପସୁମନ୍ କଇଲାଇ, ଆମେନ୍ ! ଆରି ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ଜୁଆର୍କଲାଇ ।
ସବୁ ଦୁତ୍ମନ୍ ବସ୍ବା ଜାଗାର୍ ଆରି ପାର୍ଚିନ୍ ମନର୍ ଆରି ଚାରିଟା ଜିବନ୍ ରଇବା ପସୁମନର୍ ଚାରିବେଟ୍ତି ଟିଆଅଇଲାଇ । ତାର୍ପଚେ ସେମନ୍ ବସ୍ବା ଜାଗାର୍ ମୁଆଟେ ଡାଣ୍ଡାସନ୍ ପଡି ପର୍ମେସର୍କେ ଜୁଆର୍ କରି,