ପର୍କାସିତ 11:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ଏ ଦୁଇ ଲକ୍ ମଲାର୍ପାଇ, ଜଗତର୍ ଲକ୍ ସାର୍ଦା ଅଇବାଇ । ଏ ଦୁଇଟା ବବିସତ୍ବକ୍ତାମନ୍ ଜଗତେ ବେସି ଦୁକ୍କସ୍ଟ ଆନାଇଲାଇଜେ ଲକ୍ମନ୍ ସାର୍ଦା ଅଇବାଇ ଆରି ସାଇସାର୍ଦା ଅଇକରି ସାର୍ଦା ଅଇବା ଜିନିସ୍ମନ୍ ଦିଆନିଆ ଅଇବାଇ । အခန်းကိုကြည့်ပါ။ |