ପର୍କାସିତ 10:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ପର୍ମେସରର୍ ନାଉଁ ଦାରି ସେ ଗଟେକ୍ ସପତ୍ କଲା । ପର୍ମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେ ସର୍ଗେ ରଇବାଟା, ଦର୍ତନିତେଇ ରଇବାଟା ଆରି ସମ୍ଦୁରେ ରଇବା ସବୁଜାକ ତିଆର୍ କଲା । ସେ ଦୁତ୍ କଇଲା, “ଆରି ଅଲ୍ସମ୍ ନ ଅଏ ।” အခန်းကိုကြည့်ပါ။ |