4 ସେମନ୍ କାତା ଅଇଲା ଦାପ୍ରେ ମୁଇ ଲେକ୍ବାକେ ଆରାମ୍ ଅଇରଇଲି । ମାତର୍ ସର୍ଗେଅନି ଗଟେକ୍ ସବଦ୍ ସୁନ୍ଲି, ସାତ୍ଟା ଗଡ୍ଗଡିମନ୍ କଇଲାଟା କେ ନାଜାନ୍ଲାପାରା ସଙ୍ଗ । ସେଟା ଲେକ୍ନାଇ ।
ତୁଇ ଦେକ୍ଲାଟା ବଇଟାନେ ଲେକ୍ ଆରି ଏପିସିୟ, ସୁର୍ନା, ପର୍ଗାମା, ତିଆଟିରା, ସାର୍ଦି, ପିଲାଦେଲ୍ପିଆ ଆରି ଲାଉଦିକିଆଇ ମଣ୍ଡ୍ଲିତେଇ ପାଟାଆ ବଲି ସେ ସବଦ୍ ସୁନ୍ଲି ।”
ତେବର୍ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍ ଆରି ଜାଇଜାଇଟା ଏବେ ଗଟ୍ଲାନି ଆରି ପଚ୍କେ ଗଟ୍ସି, ସେଟା ସବୁ ଲେକିକରି ସଙ୍ଗୁଆ ।
ତାର୍ପଚେ ସର୍ଗେଅନି ଜନ୍ ସବଦ୍ ମର୍ସଙ୍ଗ୍ କାତା ଅଇତେରଇଲା, ସେଟା ଆରିତରେକ୍ ମକେ କଇଲା “ଜାଆ, ସମ୍ଦୁରେ ଆରି ସୁକ୍ଲା ଜାଗାଇ ଟିଆଅଇରଇବା ଦୁତର୍ ଆତେଅନି ଉଗାଡି ଅଇରଇବା କାଗଜ୍ ବେଟ୍ ।”
ଆରି ସେ ମକେ କଇଲା, ଏ ବଇର୍ ଜେତ୍କି ବିସଇ ତକେ ଜାନାଇଅଇଲାଆଚେ, ସେଟା କେ ନାଜାନ୍ଲା ପାରା ଲୁଚାଇ ସଙ୍ଗନାଇ । କାଇକେବଇଲେ ଏ ସବୁ ଗଟ୍ବା ବେଲା ଲଗେଆଚେ ।