15 ତାର୍ ପାଦର୍ ରେଡି ପିତଲ୍ ପାରା ଜଗ୍ଜଗି ଜାଇତେରଇଲା, ଜନ୍ଟାକି ଜଇଟାନେ ପରିଚଲ୍ ଅଇ ସୁନ୍ଦର୍ କରି ରେତ୍ଲାପାରା । ଆରି ତାର୍ ସବଦ୍ ଅଦର୍ତେରଇବା ଜର୍ନା ପାନିର୍ ସବଦ୍ପାରା ଜବର୍ ସବଦ୍ ଅଇତେରଇଲା ।
ତାର୍ପଚେ ଏଦେ ଦେକା ! ସର୍ଗେଅନି ଆରି ଗଟେକ୍ ବଡ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାକେ ଗଟେକ୍ ବାଦଲ୍ ଗୁଡାଇରଇଲା ଆରି ମୁଣ୍ଡେ ଗଟେକ୍ ଇନ୍ଦର୍ଦୁନୁ ଗୁଡିଆଇ ଅଇରଇଲା । ତାର୍ ମୁ ବେଲ୍ ପାରା ରଇଲା । ତାର୍ ଗଡ୍ମନ୍ ଜଇର୍ କୁନାଦି ପାରା ରଇଲା ।
ଆରି ସର୍ଗେ ଅନି ମୁଇ ଗଟେକ୍ ସବଦ୍ ସୁନ୍ଲି । ସେଟା ଗଟେକ୍ ଜବର୍ ଗଡ୍ଗଡି ଅଇ ବଡ୍ ସବଦର୍ ପାରା ଆରି ଜବର୍ ପାନି ଅଦର୍ଲାପାରା ରଇଲା । ବିଣା ବାଜ୍ଲେ ସବଦ୍ ଅଇବା ଗିତ୍ପାରା ସୁନି ଅଇଲା ।
ତାର୍ପଚେ ଗଟେକ୍ ଜବର୍ ମାନ୍ଦା ଲକର୍ପାରା ଆରି ବେସି ସବଦ୍ କରି ଉପ୍ରେ ଅନି ଅଦର୍ତେରଇବା ଗଟେକ୍ ଜଲାପାରା ଆରି ଗୁଡ୍ଗୁଡ୍ ଅଇ ଆଇବା ଗଡ୍ଗଡି ପାରା ଗଟେକ୍ ସବଦ୍ ସୁନ୍ଲି । ସେମନ୍ ଏନ୍ତାରି କଇତେରଇଲାଇ “ପର୍ମେସର୍କେ ଜୁଆର୍ କରା । ଆମର୍ ମାପ୍ରୁ ସବୁର୍ଟାନେଅନି ବପୁର୍ଟା । ଆମର୍ ପର୍ମେସର୍ ଅଇଲାନି ମାପ୍ରୁ ।”
ତିଆଟିରା ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ପର୍ମେସରର୍ ପଅ ମୁଇ ଏ କବର୍ ମର୍ଟାନେଅନି ପାଟାଇଲିନି । ମର୍ ଆଁକି ଜଇପାରା ଜଗ୍ଜଗି ଗାଲାନି ଆରି ପାଦ୍ ରେତିରଇବା ପିତଲ୍ପାରା ଆଚେ ।