14 ତାର୍ ମୁଣ୍ଡର୍ ଚେଣ୍ଡି ଦଇଲା ଚାଉଲ୍ ଆରି ଦୁଦ୍ପାରା ଦବ୍ ରଇଲା । ଆରି ତାର୍ ଆଁକି ଲାଗ୍ତେ ରଇବା ଜଇ ପାରା ଗଜ୍ଗଜି ଜାଇତେ ରଇଲା ।
ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା ।
ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ ।
ତିଆଟିରା ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ପର୍ମେସରର୍ ପଅ ମୁଇ ଏ କବର୍ ମର୍ଟାନେଅନି ପାଟାଇଲିନି । ମର୍ ଆଁକି ଜଇପାରା ଜଗ୍ଜଗି ଗାଲାନି ଆରି ପାଦ୍ ରେତିରଇବା ପିତଲ୍ପାରା ଆଚେ ।