13 ତାର୍ ମଜାଇ ନର୍ ପାରା ଡିସ୍ତେରଇବା ଗଟେକ୍ ଲକ୍କେ ଦେକ୍ଲି । ତାର୍ ପାଦ୍ଜାକ ଅଇବା ଗଟେକ୍ ଡେଙ୍ଗ୍ ଲୁଗା ପିନ୍ଦିରଇଲା । ତାର୍ ବୁକ୍ତଲେ ଗଟେକ୍ ସୁନାର୍ ବେଲ୍ଟୁ ବାନ୍ଦି ରଇଲା ।
ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
ତାର୍ପଚେ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଦବ୍ ବାଦଲ୍ ଡିସ୍ଲା । ଆରି ଗଟେକ୍ ନର୍ପାରା ଡିସ୍ବା ବାଦଲ୍ ଉପ୍ରେ ବସିରଇଲା । ତାର୍ ମୁଣ୍ଡେ ସୁନାର୍ ମୁକୁଟ୍ ଆରି ଆତେ ଗଟେକ୍ ଗଜିଆ ଇଲା ଦାରିରଇଲା ।
ସାତ୍ଟା ମର୍ଡି ସର୍ପାଇ ଅଇରଇବା ସାତ୍ଟା ଦୁତ୍ମନ୍ ମନ୍ଦିରେ ଅନି ବାରଇଲାଇ । ସେମନ୍ ଦବ୍ ରଇକରି ଜକ୍ଜକି ଜାଇତେରଇବା ବସ୍ତର୍ ପିନ୍ଦି ରଇଲାଇ । ଆରି ସୁନାର୍ ବେଲ୍ଟୁ ବୁକେ ବାନ୍ଦିଅଇରଇଲାଇ ।
ସେ କଇଲା, ଏପିସସ୍ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ସାତ୍ଟା ତାରାକେ ମୁଇ ମର୍ ଉଜାବାଟେ ଦାରିରଇବି । ସାତ୍ଟା ସୁନାର୍ ବତିଡାଣ୍ଡି ମଜାଇ ଇଣ୍ଡ୍ତେରଇବି ।