ପିଲିପିୟ 1:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି । အခန်းကိုကြည့်ပါ။ |
ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।