8 ତେବେ ଏଟାର୍ଲାଗି କିରିସ୍ଟର୍ ପାଇ ଗଟେକ୍ ବାଇ ଇସାବେ ତକେ ତିଆର୍ବାକେ ମର୍ ପୁରାପୁରୁନ୍ ଅଦିକାର୍ ଆଚେ ।
ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି ।
ସେ ସବୁ କାରାପ୍ ବିସଇ କର୍ବାକେ ଆମ୍କେ ସାଆସ୍ ନ ରଇଲା । ଏଟା ସତ୍ ବଲି କଇବାକେ ମୁଇ ଲାଜ୍ ଅଇନାଇ । ମାତର୍ ସେମନ୍ କାଇ ବିସଇନେଇ ବଡ୍ପନ୍ ଅଇ କାତା ଅଇବାକେ ସାଆସ୍ କର୍ବାଇ, ସେନ୍ତି ମୁଇ ମିସା ସାଆସ୍ କର୍ବି । ଦେକା ! ମୁଇ ଏଟା ଗଟେକ୍ ବକୁଆ ଲକର୍ପାରା କାତା ଅଇଲିନି ।
ଆମ୍କେ ଏ ଆସା ରଇଲାକେ, ଆମେ ବେସି ସାଆସ୍ ସଙ୍ଗ୍ ଆଚୁ ।
ସେନ୍ତାରିସେ ଜନ୍ଟାକି ଲଡାକେ ନ ଆଇବା ଗୁନ୍ଚଲନ୍, କି କାରାପ୍ କାତା, ଲାଜ୍ କର୍ବା କାତା କି ଟାପ୍ରା କାତା ତମର୍ଟାନେ ନ ଡିସ । ଏଟାମନ୍ ତମର୍ଟାନେ ରଇବାଟା ଟିକ୍ ନଏ । ତାର୍ବାଦୁଲେ ତମେ ପର୍ମେସର୍କେ ଦନିଅବାଦ୍ ଦେବା କାତା କୁଆ ।
ତମର୍ଟାନେ ଆଇବା ଆଗ୍ତୁ ପିଲିପେ ଆମ୍କେ କେନ୍ତି ଦୁକ୍ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍ । ବେସି ଲକ୍ ଆମ୍କେ ବିରଦ୍ କଲେ ମିସା ସୁବ୍କବର୍ ତମ୍କେ ଜାନାଇବାକେ ପର୍ମେସର୍ ସାଆସ୍ ଦେଇରଇଲା ।
ଆମେ କାର୍ଲଗେ ଅନି ସନ୍ମାନ୍ ପାଇବୁ ବଲି ଚେସ୍ଟା କରି ନ ରଇଲୁ । ତମର୍ଟାନେ ଅନି କି ବିନ୍ ଲକର୍ ଟାନେଅନି ମିସା ନାଇ ।