5 କାଇକେବଇଲେ ପର୍ମେସରର୍ ଲକର୍ପାଇ ରଇବା ତମର୍ ଆଲାଦ୍ ଆରି ମାପ୍ରୁ ଜିସୁର୍ଟାନେ ରଇବା ତମର୍ ବିସ୍ବାସ୍ ମୁଇ ସୁନିଆଚି ।
ଜିଉଦି ଆରି ଗିରିକ୍ ଲକ୍ମନ୍କେ ସବୁକେ ମୁଇ ଡାଟ୍ ସଙ୍ଗ୍ ଜାଗ୍ରତ୍ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍ ପାପେଅନି ବାଉଡିକରି ପର୍ମେସରର୍ ବାଟେ ମନ୍ ଦେଅତ୍ ଆରି ମାପ୍ରୁ ଜିସୁକେ ବିସ୍ବାସ୍ କରତ୍ ।
ଆମର୍ ଟାନେ ରଇବା ଅର୍କିତ୍ ବାଇବଇନିମନ୍କେ ସାଇଜ କରୁ । ନ ଜାନ୍ବା ଲକ୍ମନ୍ ଆମର୍ ଗରେ ଆଇଲେ ଗତିଆ କରି ଡାକିନେଉଁ ।
ଜିଉଦା ମଣ୍ଡଲିର୍ ବିସ୍ବାସିମନ୍କେ ଡାବୁ ସାଇଜ କର୍ବା ବିସଇ ମୁ ଲେକ୍ଲିନି । ମୁ ଗାଲାତିଅ ମଣ୍ଡଲିମନ୍କେ ଜାଇଟା କର୍ବାକେ ଆଦେସ୍ ଦେଲିଆଚି, ସେ ଆଦେସ୍ ଡାଁଟ୍ ସଙ୍ଗ୍ କର୍ବାର୍ଆଚେ ।
କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
ସେଟାର୍ ପାଇ ମାପ୍ରୁ ଜିସୁର୍ ଲଗେ ତମେ ବିସ୍ବାସ୍ କର୍ବାଟା ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ସୁନ୍ଲା ଦିନେଅନି,
କାଇକେବଇଲେ ମାପ୍ରୁ ଜିସୁକିରିସ୍ଟର୍ ତେଇ ରଇବା ତମର୍ ବିସ୍ବାସ୍ ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ଆମେ ସୁନିଆଚୁ ।
ମାତର୍ ତିମତି ତମର୍ଲଗେଅନି ବାଉଡି ଆସି ତମର୍ ବିସ୍ବାସ୍ ଆରି ଆଲାଦର୍ ବିସଇର୍ ସୁବ୍କବର୍ ଆନ୍ଲା । ସେ ଆମ୍କେ ଜାନାଇଦେଲାଆଚେଜେ, ତମେ ସବୁବେଲେ ଆମ୍କେ ଆଲାଦ୍ ସଙ୍ଗ୍ ଏତ୍ କଲାସ୍ନି ଆରି ଆମେ ଜେନ୍ତିକି ତମ୍କେ ଦେକ୍ବାକେ ମନ୍ କଲୁନି, ତମେ ମିସା ସେରକାମ୍ ଆମ୍କେ ଦେକ୍ବାକେ ମନ୍ କଲାସ୍ନି ।
ଏ ମର୍ ଆଲାଦର୍ ବାଇ, ତର୍ ଆଲାଦ୍ ମକେ ବେସି ସାର୍ଦା କରାଇଲା ଆଚେ । ପର୍ମେସରର୍ ସବୁଲକର୍ ମନ୍ ମିସା ତୁଇ ସାର୍ଦା କରାଇ ଆଚୁସ୍ ।
ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।