21 ଏଟା ଲେକ୍ଲାବେଲେ, ମୁଇ ଡାଟ୍ ସଙ୍ଗ୍ ଜାନିଆଚି, ମୁଇ ମାଙ୍ଗ୍ବା ବିସଇ ତୁଇ କର୍ସୁ ଆକା । ଦେକ୍ଲେ, ମାଙ୍ଗ୍ଲାତେଇଅନି ଅଦିକ୍ କର୍ସୁ ।
ସତଇସେ ଜାନିଆଚାସ୍ ଜେ, ତମେ କାଣାକେ ବାଟ୍ଦେକାଇବା ଲକ୍, ଆନ୍ଦାରେ ରଇବା ଲକ୍ମନର୍ ପାଇ ଉଜଲ୍ ପାରା ।
ସେଟାର୍ପାଇ ମୁଇ ତମ୍କେ ଚିଟି ଲେକିରଇଲି । ଜନ୍ ଲକ୍ମନ୍ ମକେ ସାର୍ଦା କରାଇବାର୍ ଆଚେ, ମୁଇ ଆଇଲେ ସେମନ୍ସେ ମକେ ଦୁକ୍ ଦେଅତ୍ ବଲି ମନ୍ କରିନାଇ । ମୁଇ ଜାନି, ମୁଇ ସାର୍ଦା ଅଇକରି ରଇଲେ, ତମେ ମିସା ସବୁଲକ୍ ସାର୍ଦା ଅଇରଇସା ।
ତମର୍ଟାନେ ମର୍ ପୁରାପୁରୁନ୍ ଆସା ଆଚେ ବଲିକରି ମୁଇ ବେସି ସାର୍ଦା ଅଇଲିନି ।
ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି ।
ସେଟା ଜାଇଟା ଅଇଲେ ମିସା ଅଅବେ, ଏବେ ଜାକ ମର୍ ତମର୍ ଉପ୍ରେ ଆସାବର୍ସା ଆଚେ । କାଇକେ ବଇଲେ ଆମେ ସବୁ ଲକ୍ ମାପ୍ରୁର୍ ସଙ୍ଗ୍ ମିସି ଆଚୁ । ମୁଇ ବିସ୍ବାସ୍ କଲିନି, ତମେ ମର୍ ସିକିଆ ବିରଦ୍ ନ କରାସ୍ । ଆରି ଜନ୍ ଲକ୍ ତମ୍କେ କଚପଚ କଲାଇନି, ସେ ଜେ ଅଇରଇଲେ ମିସା, ତାକେ ପର୍ମେସର୍ ଡଣ୍ଡ୍ ଦେଇସି ।
ଆମେ ଜେତ୍କି ସବୁ ଆଦେସ୍ ଦେଲେ ମିସା ତମେ ସେଟା କଲାସ୍ନି, ଆରି କର୍ସା ମିସା । ଏଟା ମାପ୍ରୁର୍ ଟାନେ ତମର୍ ବିସଇ ନେଇ ଆମେ ଡାଟ୍ସଙ୍ଗର୍ ବିସ୍ବାସ୍ ।