2 ତର୍ ଗରେ ରୁଣ୍ଡିକରି ପାର୍ତନା କର୍ବା ମଣ୍ଡଲିକେ, ଆରି ଆମର୍ ବଇନି ଆପିୟାକେ, ଗଟେକ୍ ସନିଅ ପାରା ଆମର୍ ବିସ୍ବାସ୍ ଦେକାରକା କର୍ବା ଆର୍କିପସ୍କେ ମିସା ଏ ଚିଟି ଲେକ୍ଲୁନି ।
ଏ ଚିଟିତେଇ ପିବି, ଜେ କି କିରିସ୍ଟର୍ ଲାଗି ଆମର୍ ବଇନି ଅଇଲାଆଚେ, ତାର୍ ବିସଇ ଜାନାଇଲିନି । ସେ କେଁକ୍ ଜାଗାଇ ରଇବା ମଣ୍ଡଲିଟାନେ ଏବେ ସେବାକାମ୍ କଲାନି । ତାକେ ମୁଇ ତମର୍ଲଗେ ପାଟାଇଲିନି ।
ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି । ମର୍ ଆଲାଦର୍ ମଇତର୍ ଏପାଇନେତନ୍କେ ମର୍ ଜୁଆର୍ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍ ପର୍ତୁମ୍ କିରିସ୍ଟ ବିସ୍ବାସି ଅଇରଇଲା ।
ଆସିଆ ଦେସର୍ ମଣ୍ଡଲିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଆକିଲା, ପିରିସ୍କିଲା ଆରି ସେମନର୍ ଗରେ ଉପାସନା କର୍ତେରଇବା ମଣ୍ଡଲି ମାପ୍ରୁର୍ ନାଉଁ ଦାରି ତମ୍କେ ତାକର୍ ମନ୍ ବିତ୍ରେ ଅନି ଜୁଆର୍ ଜାନାଇଲାଇନି ।
ମାତର୍ ଆମର୍ ବାଇ ଏପାପର୍ଦିତକେ ତମର୍ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍ଲିନି । ସେ ମର୍ ସଙ୍ଗ୍ କାମ୍ କରି ସୁବ୍କବରର୍ ଦେକାରକା ପାଇ ଆବଡ୍ କଲା । ତମର୍ ବାଦୁଲେ ମର୍ ସବୁ ବିସଇ ପୁରାପୁରୁନ୍ କର୍ବାକେ ତାକେ ତମେ ପାଟାଇରଇଲାସ୍ ।
ଲାଉଦିକିଆତେଇ ରଇବା ବାଇବଇନିମନ୍କେ, ମର୍ ଜୁଆର୍ ଜାନାଇଦିଆସ୍ । ବଇନି ନୁମ୍ପାକେ ଆରି ତାର୍ ଗରେ ରୁଣ୍ଡ୍ବା ସବୁ ବିସ୍ବାସିମନ୍କେ ମିସା ମର୍ ଜୁଆର୍ ଜାନାଆ ।
“ମାପ୍ରୁ ତକେ ସର୍ପିଦେଲା କାମ୍ ତୁଇ କରିସାରାଇବାର୍ ଆଚେ ଆକା” ବଲି ଆର୍କିପସ୍କେ କୁଆ ।