19 ଏବେ ମୁଇ ନିଜେ ଲେକ୍ଲିନି ମୁଇ ପାଉଲ୍ ତକେ ସୁଜ୍ବି । ତୁଇତା ମର୍ ରୁନି ଅଇ ଆଚୁସ୍, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ ।
ମୁଇ ତର୍ତିଅ, ମର୍ ସଙ୍ଗାରି ପାଉଲ୍, କଇଦେଲାକେ ଏ ଚିଟି ଲେକ୍ଲିଆଚି । ମାପ୍ରୁର୍ ନାଉଁ ଦାରି ମୁଇ ତମ୍କେ ଜୁଆର୍ ଜାନାଇଲିନି ।
କାଇକେବଇଲେ ତମର୍ଟାନେ କିରିସ୍ଟର୍ ବିସଇ ସିକାଇବାକେ କେତେକ୍ କେତେକ୍ ଗୁରୁ ରଇଲେ ମିସା, ବାବା ଇସାବେ ତମ୍କେ ବେସି ଲକ୍ ନାଇ । କିରିସ୍ଟ ଜିସୁର୍ତେଇ ମିସ୍ଲାର୍ ପାଇ ମୁଇ ତମର୍ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍କେ ଜିସୁକିରିସ୍ଟର୍ ସୁବ୍କବର୍ କଇରଇଲି ।
ମୁଇ ପାଉଲ୍ ତମ୍କେ ବାବୁଜିଆ କଲିନି, ମୁଇ ତମର୍ ସଙ୍ଗ୍ ରଇଲାବେଲେ, ତମ୍କେ ଲାଗ୍ବାକେ ଡର୍ସି ବଲି କେତେଲକ୍ କଇଲାଇନି । ମାତର୍ ଲେକ୍ବାକେ ସାଆସ୍ ଅଇକରି ବାଦ୍ଲାପାରା ଲେକ୍ଲାନି ବଲି କଇଲାଇନି । ଆମେ କିରିସ୍ଟର୍ ସଙ୍ଗ୍ ଗାଲୁନି, ଜେ କି ବେସି ସୁଆଲ୍ ଆରି ଦରମ୍ । ସେଟା ନେଇକରି ବାବୁଜିଆ କଲିନି ।
ତମେସେ ଆମର୍ ମନ୍ ବିତ୍ରେ ଲେକିଅଇ ରଇବା ଚିଟି । ସବୁ ଲକ୍ ତମ୍କେ ଦେକ୍ବାଇ ଆରି ତମର୍ ଚଲାଚଲ୍ତି ଜାନ୍ବାଇ ।
ମାତର୍ ମାକିଦନିଆର୍ ଲକ୍ମନ୍ ଜଦି ମର୍ ସଙ୍ଗ୍ ଆସି ତମେ ଜାଗ୍ରତ୍ ନ ଅଇଲାଟା ଦେକ୍ଲେ, ତାକର୍ ମୁଆଟେ ଆମେ ଲାଜ୍ ଅଇଜିବାର୍ ଅଇସି । ଆରି ତମେ ମିସା ଲାଜ୍ ଅଇଜାଇସା । କାଇକେବଇଲେ ଆମେ ତମ୍କେ ବେସି ଆସାକରି ରଇଲୁ ।
ମୁଇ ପାଉଲ୍ ଏବେ କଇଲିନି ସୁନା, ତମେ ଜଦି ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ସୁନତ୍ ଅଇବା ରିତିନିତି ମାନ୍ଲାସ୍ନି, ତମ୍କେ କିରିସ୍ଟ ଆରି ଲଡାନାଇ ବଲି ତେଇଅନି ଜାନା ପଡ୍ଲାନି ।
ଦେକା, କେଡେ ବଡ୍ ବଡ୍ ଅଇକର୍ସଙ୍ଗ୍ ମୁଇ ତମ୍କେ ଏ ଚିଟିର୍ ସାରାସାରି କାତା ମର୍ ନିଜର୍ ଆତେ ଲେକ୍ଲିନି ।
କିରିସ୍ଟକେ ବିସ୍ବାସ୍ କଲାର୍ପାଇ, ତୁଇ ତିମତି ମର୍ ନିଜର୍ ପଅ ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
ଏ ତିତସ୍, ତର୍ପାଇ ମୁଇ ଏ ଚିଟି ଲେକ୍ଲିନି । ଆମେ ଜିସୁକିରିସ୍ଟକେ ବିସ୍ବାସ୍ କଲାର୍ପାଇ ତୁଇ ମର୍ ନିଜର୍ ପଅପାରା ଅଇ ଆଚୁସ୍ । ବାବା ପର୍ମେସର୍କେ ଆରି ଆମର୍ ଉଦାର୍କାରିଆ ଜିସୁକିରିସ୍ଟକେ ମୁଇ ବାବୁଜିଆ କଲିନି, ସେମନ୍ ତକେ ଦୟା ଦେକାଅତ୍ ଆରି ସାନ୍ତି ଦେଅତ୍ ।
ସେ ଜଦି ତର୍ କାଇ ପାପ୍ଦସ୍ କରି ରଇଲେ, କି କାଇଟା ଦେବାର୍ ରଇଲେ ସେଟା ମର୍ ରୁନ୍ବଲି ବାବ୍ ।