18 ସେ ଜଦି ତର୍ କାଇ ପାପ୍ଦସ୍ କରି ରଇଲେ, କି କାଇଟା ଦେବାର୍ ରଇଲେ ସେଟା ମର୍ ରୁନ୍ବଲି ବାବ୍ ।
ତେବର୍ପାଇ ତୁଇ ମକେ ଜଦି ସଙ୍ଗର୍କାମ୍କରୁ ଇସାବେ ଦେକ୍ଲୁସ୍ନି, ଜେନ୍ତି ତୁଇ ମକେ ଡାକିନେଇତୁସ୍, ସେନ୍ତାରିସେ ତାକେ ମିସା ଡାକିନେ ।
ଏବେ ମୁଇ ନିଜେ ଲେକ୍ଲିନି ମୁଇ ପାଉଲ୍ ତକେ ସୁଜ୍ବି । ତୁଇତା ମର୍ ରୁନି ଅଇ ଆଚୁସ୍, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ ।