45 ଜଦି ତମର୍ ପାଦ୍ ତମ୍କେ ପାପ୍କାମ୍ କରାଇଲାନି ବଇଲେ, ସେ ପାଦ୍ କାଟି ପିଙ୍ଗିଦିଆସ୍ । ଜଡେକ୍ ପାଦ୍ ରଇକରି ନର୍କେ ପେଲାଇଅଇବା ବାଦୁଲେ ଚଟା ଅଇକରି ସର୍ଗେ କେଟ୍ବାଟା ତମର୍ପାଇ ନିକଅଇସି ।
“ଜଦି ତମେ ତମର୍ ଆତ୍ ନଇଲେ ପାଦର୍ ଲାଗି ବିସ୍ବାସ୍ ଆରାଇଲାସ୍ନି, ତେବେ ସେଟା କାଟି ପିଙ୍ଗି ଦିଆସ୍ । ଜଡେକ୍ ପାଦ୍ ଆରି ଜଡେକ୍ ଆତ୍ ରଇ ସବୁବେଲେ ଲାଗି ରଇବା ଜଏ ପିଙ୍ଗାଇ ଅଇବା ବାଦୁଲେ ଗଟେକ୍ ପାଦ୍ ନଇଲେ ଗଟେକ୍ ଆତ୍ ନ ରଇ, ନ ସାର୍ବା ଜିବନେ ପୁର୍ବାଟା କେଡେ କରମର୍ କାତା ।
ମାତର୍ ମୁଇ କଇଲିନି, ଜେ ମିସା ବାଇକେ ରିସା ଅଇସି, ତାକେ ସବାଟାନେ ବିଚାର୍ନା କରାଅଇସି । ଜେ ବାଇକେ ଏ ବେକାର୍ଟାସେ ବଲି କଇସି, ତାକେ ବଡ୍ ସବାଟାନେ ବିଚାର୍ନା କର୍ବାକେ ଆନ୍ବାଇ, । ଆରି ଜେ ବାଇକେ ଏ ବକୁଆଟାସେ ବଲି କଇସି, ତାର୍ପାଇ ନରକର୍ ଜଇଟାନେ ପିଙ୍ଗାଇଅଇବା ବିପଦ୍ ଆଚେ ।
ଜଦି ତମର୍ ଆତ୍ ତମ୍କେ ପାପ୍ କରାଇଲାନି ବଇଲେ, ସେ ଆତ୍ କାଟିପାକାଆ । କାଇକେବଇଲେ ଜଡେକ୍ ଆତ୍ ରଇକରି ସବୁଦିନର୍ପାଇ ଜଇଲାଗ୍ବା ନର୍କେ ପେଲାଇଅଇବା ବାଦୁଲେ ଗଟେକ୍ ଆତ୍ ନ ରଇକରି ସର୍ଗେ କେଟ୍ବାଟା ନିକ ଅଇସି ।
କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।