32 ମାତର୍ ଜିସୁ କଇବା ଏ କାତାର୍ ଅରତ୍ ସିସ୍ମନ୍ ବୁଜତ୍ ନାଇ ଆରି ସେମନ୍ ସେ କାତାର୍ ଅରତ୍ ପାଚାର୍ବାକେ ଡର୍ଲାଇ ।
ତାର୍ପଚେ ଏଗାର୍ଟା ସିସ୍ମନ୍ କାଇବାବେଲେ ଜିସୁ ସେମନ୍କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍ଲାଟା ଦେକିରଇଲା ଲକ୍ମନ୍ କଇଲା କାତା ବିସ୍ବାସ୍ ନ କରି, ସେମନର୍ ମନ୍ ଆଁଟ୍ କଲାର୍ ଲାଗି ସେମନ୍କେ ଲାଗ୍ଲା ।
ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ ।
ଜିସୁ ପିଟିବାଟେ ପାସ୍ଲି ତାର୍ ସିସ୍ମନ୍କେ ଦେକ୍ଲା ଆରି ପିତର୍କେ କଇଲାଇ, “ତୁଇ ଏ କାତା ସଇତାନେଅନି କଇଲୁସ୍ନି, ତୁଇ ମର୍ଟାନେଅନି ଉଟି ଜା । ତୁଇ ପର୍ମେସର୍ ପାରା ଚିନ୍ତା ନ କରି ଲକ୍ମନର୍ ପାରା ଚିନ୍ତା କଲୁସ୍ନି ।” ବଲି କଇଲାଇ ।
ସେଟାର୍ପାଇ ପର୍ବତ୍ ଉପ୍ରେ ଜାଇଟା ସେମନ୍ ଦେକ୍ଲାଇ, ସେ ବିସଇ କାକେମିସା କଅତ୍ ନାଇ । ମାତର୍ ମଲାଟାନେଅନି ଆରିତରେକ୍ ଉଟ୍ବା ଅରତ୍ କାଇଟା ବଲିକରି ସେମନ୍ କାତାବାର୍ତା ଅଇତେରଇଲାଇ ।
ମାତର୍ ସିସ୍ମନ୍ ଏ ସବୁ କାତା ଅଲପ୍ ମିସା ବୁଜିନାପାର୍ଲାଇ, ସେ ବିସଇ ସେମନର୍ଟାନେଅନି ଲୁଚିରଇଲା ।
ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
ତାର୍ପଚେ ଦରମ୍ ସାସ୍ତରର୍ ଅରତ୍ ବୁଜ୍ବାକେ ଜିସୁ ସେମନର୍ ବୁଜ୍ବା ବପୁ ଉଗାଡି ଦେଲା ।
ମାତର୍ ସିସ୍ମନ୍ ସେ କାତା ବୁଜିନାପାର୍ଲାଇ, ଆରି ସେଟା ତାକର୍ଟାନେଅନି ଲୁଚିରଇଲା । ତେବର୍ପାଇ ସେମନ୍ ଏଟା ବୁଜିନାପାର୍ଲେ ମିସା ଜିସୁକେ ପାଚାର୍ବାକେ ଡର୍ତେରଇଲାଇ ।
ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ ।
ସେମନ୍ ମକେ ପାଚାର୍ବାକେ ମନ୍ କଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ଚନେକ୍ ଗାଲେ ତମେ ଆରି ମକେ ଦେକି ନାପାରାସ୍ ଆରି ଚନେକ୍ ଗାଲାପଚେ ମକେ ଦେକ୍ସା ବଲି କଇଲା ଏ କାତା ନେଇକରି ତମର୍ ତମର୍ ବିତ୍ରେ କାଇକେ କୁଆବଲା ଅଇଲାସ୍ନି ?
ସେବେଲା ଜିସୁର୍ ସିସ୍ମନ୍ ଗଡେଅନି ବାଉଡି ଆଇଲାଇ । ଜିସୁ ଗଟେକ୍ ମାଇଜିସଙ୍ଗ୍ କାତା ଅଇବାଟା ଦେକି କାବାଅଇଗାଲାଇ । ମାତର୍ ତାକେ କେ ମିସା ତୁଇ କାଇକେ ତାର୍ ସଙ୍ଗ୍ କାତା ଅଇଲୁସ୍ନି, କି କାଇ ବିସଇ ତମେ କାତା ଅଇତେ ରଇଲାସ୍ ? ବଲି ପାଚାର୍ବାକେ ସାଆସ୍ କରତ୍ନାଇ ।