30 ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ସେ ଜାଗା ଚାଡିକରି ଉଟିଗାଲାଇ । ସେମନ୍ ଗାଲିଲି ଦେସର୍ ବାଟ୍ଦେଇକରି ଜାଇତେରଇଲାଇ । ସେମନ୍ କନ୍ ଜାଗାଇ ଆଚତ୍ ବଲିକରି ଲକ୍ମନ୍ ନ ଜାନତ୍ ବଲି ଜିସୁ ମନ୍ କର୍ତେରଇଲା
ଏ କାତା ସୁନି ଜିସୁ ସେମନ୍କେ କଇଲା, “ଏନ୍ତାରି କାରାପ୍ ଆତ୍ମା ପର୍ମେସର୍କେ ପାର୍ତନା କରିସେ କେଦ୍ବାର୍ ଅଇସି, ଆରି କାଇ ବାଟ୍ ନାଇ ।”
ଜିସୁ ଇତି ନାଇ, ପର୍ମେସର୍ ତାକେ ଉଟାଇଲାଆଚେ । ସେ ତମର୍ ସଙ୍ଗ୍ ଗାଲିଲିତେଇ ମିସ୍ତେ ରଇଲା ବେଲେ ତମ୍କେ କାଇବଲି କଇରଇଲା, ସେଟା ତମର୍ ମନେ ନାଇ କି ?