15 ଲକ୍ମନ୍ ଜେଡେବେଲ୍ ଜିସୁ ତେଇ ଆଇବାଟା ଦେକ୍ଲାଇ, ସାର୍ଦାରେ କାବା ଅଇଗାଲାଇ ଆରି ଜିସୁକେ ଦୁକ୍ ସୁକ୍ ପାଚାର୍ବାକେ ତାର୍ଲଗେ ପାଲାଇ ଆସି ଜୁଆର୍ କର୍ବାର୍ ଦାର୍ଲାଇ ।
ପିତର୍, ଜଅନ୍ ଆରି ଜାକୁବ୍କେ ତାର୍ ସଙ୍ଗ୍ ମିସ୍ତେ ଡାକିନେଲା । ସେ ଦୁକ୍ଅଇ କିଲ୍ବିଲ୍ ଅଇବାର୍ ବସ୍ଲା ।
ସେବେଲା ସେମନ୍ ସେ ଜାଗା ବିତ୍ରେ ପୁରିକରି ଦେକ୍ଲାବେଲେ ଗଟେକ୍ ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଦବ୍ ପଚିଆ ପିନ୍ଦିରଇବା ଦାଙ୍ଗ୍ଡା, ଜିସୁର୍ ମଡ୍ ସଙ୍ଗଇରଇଲା ଜାଗାର୍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍ ବେସି ଡରିଜାଇ କାବା ଅଇଗାଲାଇ ।
ମାତର୍ ସେ ଲକ୍ ସେମନ୍କେ କଇଲା, “ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି ? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।
ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା, “ତମେ ନିୟମ୍ ସିକାଇବା ଲକ୍, ମର୍ ସିସ୍ମନର୍ ସଙ୍ଗ୍ କାଇ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”
ଏ ଗଟ୍ନାର୍ କାମ୍ ଦେକ୍ବାକେ ଲକ୍ମନ୍ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍ ଆତ୍ମାକେ ଦମ୍କାଇକରି କଇଲା, “ଏ କରାପ୍ ଆତ୍ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍ । ଏ ପିଲାର୍ ଗାଗ୍ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍ ଗାଗ୍ଡେ ନ ପୁର୍, ବଲି ମୁଇ ତକେ ଆଦେସ୍ ଦେଲିନି ।”