14 ତାର୍ପଚେ ଜିସୁ, ପିତର୍, ଜାକୁବ୍ ଆରି ଜଅନ୍ ବିନ୍ ସିସ୍ମନର୍ ଲଗେ କେଟ୍ଲାବେଲେ ତେଇ ବେସି ଲକ୍ମନ୍ ରୁଣ୍ଡିରଇବାଟା ଦେକ୍ଲାଇ । ଆରି ନିୟମ୍ ସିକାଇଦେବା ଲକ୍ମନ୍ ସିସ୍ମନର୍ ସଙ୍ଗ୍ ଦଦାପେଲା ଅଇତେରଇଲାଇ ।
“ତୁଇ କାଇ ଅଦିକାରେ ଏ ସବୁ କାମ୍ମନ୍ କଲୁସ୍ନି ? ଆରି ଏ ସବୁ କାମ୍ମନ୍ କର୍ବାକେ ତକେ କେ ଅଦିକାର୍ ଦେଲାଆଚେ ?”
ସେମନ୍ ଜିସୁର୍ ଲଗେ ଆସିକରି, “ଏ ଗୁରୁ ତମେ ସତ୍ କାତା କଇଲାସ୍ନି ଆରି କାକେ ମିସା ନ ଡରାସ୍, ସବୁ ଲକ୍ମନ୍କେ ସମାନ୍ ଇସାବେ ଦେକ୍ଲାସ୍ନି ବଲି ଆମେ ଜାନିଆଚୁ । କାଇକେବଇଲେ ତମେ ଲକ୍ମନର୍ ଇସାବେ ନାଇ, ମାତର୍ ସତ୍ ବାବେ ସିକାଇଲାସ୍ନି । ଏବେ ଆମ୍କେ କୁଆ, ରମିଅ ରାଜାକେ ସିସ୍ତୁ ଦେବାଟା ନିୟମ୍ କି ନାଇ ?”
ମାତର୍ ସେ ଗର୍ ବିତ୍ରେ କେତେଟା ସାସ୍ତର୍ ସିକାଇବା ଲକ୍ମନ୍ ବସି ନିଜର୍ ନିଜର୍ ମନ୍ ବିତ୍ରେ ବାବିଅଇତେରଇଲାଇ,
ମୁଇ ତମ୍କେ ସତ୍ କଇଲିନି, ଏବେ ଏଲିୟ ଆସି ସାର୍ଲା ଆଚେ । ଆରି ତାର୍ ବିସଇ ପର୍ମେସର୍ ଟାନେ କାଇଟା ଲେକା ଅଇଲା ଆଚେ, ସେ ସେନ୍ତିସେ ଲକ୍ମନ୍ ମିସା ତାକର୍ ନିଜର୍ ମନ୍ କଲା ଇସାବେ କରାପ୍ ଚଲାଚଲ୍ତି କଲାଇ ।”
ତାର୍ ପଚେ ପାଉଲ୍ ତିନ୍ ମାସ୍ ଜାକ ନ ଡର୍ତେ ପାର୍ତନା ଗରେ କାତାବାର୍ କରି ପରମେସରର୍ ରାଇଜ୍ ବିସଇ ସେମନର୍ ମନେ ବିସ୍ବାସ୍ ଜନ୍ମାଇବାକେ ଚେସ୍ଟା କଲା ।
ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।