13 ମୁଇ ତମ୍କେ ସତ୍ କଇଲିନି, ଏବେ ଏଲିୟ ଆସି ସାର୍ଲା ଆଚେ । ଆରି ତାର୍ ବିସଇ ପର୍ମେସର୍ ଟାନେ କାଇଟା ଲେକା ଅଇଲା ଆଚେ, ସେ ସେନ୍ତିସେ ଲକ୍ମନ୍ ମିସା ତାକର୍ ନିଜର୍ ମନ୍ କଲା ଇସାବେ କରାପ୍ ଚଲାଚଲ୍ତି କଲାଇ ।”
ଜଦି ସେମନର୍ କାତା ତମେ ବିସ୍ବାସ୍ କର୍ସା, ତେବେ ଜଅନ୍ ଅଇଲାନି ସେ ଏଲିୟ, ଜେ କି ପର୍ତୁମ୍ ଆଇବାର୍ ରଇଲା ।
ଜିସୁ ତାର୍ ସିସ୍ମନ୍କେ କଇଲା, “ଉଁ ପର୍ମେସରର୍ ବଇତେଇ ଏଲିୟ ଆଗ୍ତୁ ଆଇସି ବଲି ଲେକା ଅଇଲାକାତା ସତ୍ସେ । ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ଟିକ୍ କର୍ସି, ମାତର୍ ପର୍ମେସର୍ ଅନି ଆସିରଇବା ନର୍ପିଲା ମୁଇ ବେସି ବେସି କସ୍ଟ ପାଇବି ଆରି ଲକ୍ମନ୍ ମକେ ନ ନାମତ୍ ବଲି ମିସା କାଇ ପର୍ମେସରର୍ ବଇଟାନେ ଲେକା ଅଏନାଇ କି ?
ତାର୍ପଚେ ଜିସୁ, ପିତର୍, ଜାକୁବ୍ ଆରି ଜଅନ୍ ବିନ୍ ସିସ୍ମନର୍ ଲଗେ କେଟ୍ଲାବେଲେ ତେଇ ବେସି ଲକ୍ମନ୍ ରୁଣ୍ଡିରଇବାଟା ଦେକ୍ଲାଇ । ଆରି ନିୟମ୍ ସିକାଇଦେବା ଲକ୍ମନ୍ ସିସ୍ମନର୍ ସଙ୍ଗ୍ ଦଦାପେଲା ଅଇତେରଇଲାଇ ।
ସେ ବବିସତ୍ବକ୍ତା ଏଲିୟର୍ ଆତ୍ମାଇ ବପୁଅଇ ପର୍ମେସରର୍ ଆଗ୍ତୁ ଜାଇସି । ବାବାମନର୍ ମନ୍ ପିଲାମନର୍ଟାନେ ବାଉଡାଇସି । ପର୍ମେସରର୍ କାତା ନ ମାନ୍ବା ଲକ୍ମନ୍କେ ଦରମ୍ ଲକ୍ମନ୍ ଚିନ୍ତା କର୍ବା ଟାନେ ବାଉଡାଇସି । ଆରି ପର୍ମେସରର୍ ଲକ୍ମନ୍କେ ତାର୍ ପାଇ ଜାଗ୍ରତ୍ କରାଇସି ।”
ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି ? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।