9 ତେଇ ଚାରିଅଜାର୍ ଲକ୍ମନ୍ ରଇଲାଇ ।
ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, “ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।”
ତାର୍ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଲା ଆରି ନିଜର୍ ସିସ୍ମନର୍ ସଙ୍ଗ୍ ଡଙ୍ଗାଇ ଚଗି ଦଲ୍ମନୁତା ନାଉଁର୍ ଗଟେକ୍ ଜାଗାଇ ଆଇଲା ।
ତେଇ ସେମନ୍ ସବୁ ଲକ୍ ପେଟ୍ପୁର୍ତେ କାଇଲାଇ ଆରି ଅଗଲ୍ଲାଟା ସାତ୍ଡାଲା ବେଟ୍ଲାଇ ।
ତାର୍ ପଚେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇ କଇଲା, “ସୁନା ! ଆମେ ଜିରୁସାଲମେ ଗାଲୁନି, ଜନ୍ବେଲା ଆମେ କେଟ୍ବୁ ସେବେଲା ପର୍ମେସର୍ ଟାନେଅନି ଆଇଲା ନର୍ପିଲା, ମର୍ ବିସଇ ନେଇ ବବିସତ୍ବକ୍ତାମନ୍ ଲେକି ରଇଲା ସବୁ ବିସଇ ପୁରାପୁରୁନ୍ ଅଇସି ।